T20 WC: ସମାପ୍ତ ହେଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ, ବର୍ତ୍ତମାନ ଏହି ୧୨ ଟିମ ମଧ୍ୟରେ ହେବ କଡ଼ା ଟକ୍କର

T20 World Cup 2022: ଜିମ୍ବାୱେ, ଆୟର୍ଲାଣ୍ଡ, ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡ ଦ୍ୱିତୀୟ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶନିବାର (ଅକ୍ଟୋବର ୨୨) ଠାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨ ର ସୁପର-୧୨ ରୁ ଚାରିଟି ଦଳ ବାଦ ପଡିଛନ୍ତି ।

T20 WC: ସମାପ୍ତ ହେଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ, ବର୍ତ୍ତମାନ ଏହି ୧୨ ଟିମ ମଧ୍ୟରେ ହେବ କଡ଼ା ଟକ୍କର
Image Credit: ସୌ: ସୋସିଆଲ ମିଡିଆ

About the Author