BCCI କଲା ଏକ ବଡ଼ ଘୋଷଣା, ବିଶ୍ୱ ଚାମ୍ପିୟନ ଦଳ ଭାରତ ଉପରେ ହେବ ଟଙ୍କା ବର୍ଷା

BCCI Prize Money for Team India: ଟି-୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ଟିମ୍ ଇଣ୍ଡିଆକୁ ପୁରସ୍କାର ପ୍ରଦାନ କରାଯାଇଛି। ବିସିସିଆଇ ୧୨୫ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି। ଜୟ ଶାହା ଏ ବିଷୟରେ 'X' ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

BCCI କଲା ଏକ ବଡ଼ ଘୋଷଣା, ବିଶ୍ୱ ଚାମ୍ପିୟନ ଦଳ ଭାରତ ଉପରେ ହେବ ଟଙ୍କା ବର୍ଷା
Image Credit: BCCI Prize Money Team India

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments