Team India Coach: ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବା ସପକ୍ଷରେ ନାହାଁନ୍ତି ସୌରଭ ଗାଙ୍ଗୁଲି? ଖବରରେ ଦାଦାଙ୍କ କ୍ରିପ୍ଟିକ୍ ପୋଷ୍ଟ

Team India New Coach: ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ୱିଟ୍ ପରେ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହି ଟ୍ୱିଟ୍ ମାଧ୍ୟମରେ ସୌରଭ ଗାଙ୍ଗୁଲି ଗୌତମ ଗମ୍ଭୀରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତିକୁ ବିରୋଧ କରୁଛନ୍ତି।

Team India Coach: ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବା ସପକ୍ଷରେ ନାହାଁନ୍ତି ସୌରଭ ଗାଙ୍ଗୁଲି? ଖବରରେ ଦାଦାଙ୍କ କ୍ରିପ୍ଟିକ୍ ପୋଷ୍ଟ
Image Credit: Sourav Ganguly Tweet on Team India Coach

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More