ଅନୁଷ୍କା-ବିରାଟଙ୍କ ପୁଅ ଅକାୟ ହେବେ ବ୍ରିଟିଶ ନାଗରିକ? ଲଣ୍ଡନରେ ଜନ୍ମ ନେବା ପରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା

Akaay Kohli Citizenship: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ପିତାମାତା ହୋଇଛନ୍ତି। ଅନୁଷ୍କା ଲଣ୍ଡନରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହା ସହ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ତାଙ୍କ ପୁଅ ବ୍ରିଟେନର ନାଗରିକତ୍ୱ ପାଇବା ଉଚିତ୍।

ଅନୁଷ୍କା-ବିରାଟଙ୍କ ପୁଅ ଅକାୟ ହେବେ ବ୍ରିଟିଶ ନାଗରିକ? ଲଣ୍ଡନରେ ଜନ୍ମ ନେବା ପରେ ଆରମ୍ଭ ହୋଇଛି କଳ୍ପନାଜଳ୍ପନା
Image Credit: Akaay Kohli Citizenship

About the Author