ଥରିଉଠିଲା ଏହି ଜିଲ୍ଲା: ୪୫ ମିନିଟରେ ୨୯,୨୫୮ ବଜ୍ରପାତ

୪୫ ମିନିଟ ଭିତରେ କୋରାପୁଟରେ ୨୯,୨୫୮ ଥର ବଜ୍ରପାତ ହୋଇଛି । ପ୍ରତ୍ୟେକଟି ବଜ୍ରପାତ ମୃତ୍ୟୁର ରୂପ ନେଇ କୋରାପୁଟକୁ ପୁରା କୋକୁଆ ଭୟ ଦେଖାଇ ଦେଇଛି ।

ଥରିଉଠିଲା ଏହି ଜିଲ୍ଲା: ୪୫ ମିନିଟରେ ୨୯,୨୫୮ ବଜ୍ରପାତ

About the Author