ଏଥର ସାବିତ୍ରୀରେ ଦୁର୍ଲଭ ଯୋଗ: ଏହି ରାଶିଙ୍କ ଉପରେ ବର୍ଷିବ ଲକ୍ଷ୍ମୀଙ୍କ କୃପା

ଏଥର ଶନି ଜୟନ୍ତୀ ବି ପଡୁଥିବାରୁ ମାହେନ୍ଦ୍ର ବେଳା ପଡ଼ିଛି । ଯାହା ସ୍ବାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ କରିବା ସହିତ ସମସ୍ତ ଶନି ଦଶା ଦୂରେଇ ଦେଇଥାଏ। ଏହି କ୍ରମରେ ଆସନ୍ତୁ ଜାଣିବା ଏହି ସଂଯୋଗ କେଉଁ ରାଶିଙ୍କ ଲାଗି ଲାଭଦାୟକ ହେବ ।

ଏଥର ସାବିତ୍ରୀରେ ଦୁର୍ଲଭ ଯୋଗ: ଏହି ରାଶିଙ୍କ ଉପରେ ବର୍ଷିବ ଲକ୍ଷ୍ମୀଙ୍କ କୃପା

About the Author