Odisha News: ଶ୍ରୀକ୍ଷେତ୍ରରେ ବ୍ରାଉନସୁଗାର ବେପାର, ଧରିଲା ପୁରୀ ପୋଲିସ୍

Odisha News: ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା ମିଳିଛି ।୫୨୦ ଗ୍ରାମ ଧଳା ଜହର ବା ବ୍ରାଉନସୁଗାର ଜବତ ହେବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର ଶୁଭମ ପଟ୍ଟନାୟକ।

Odisha News: ଶ୍ରୀକ୍ଷେତ୍ରରେ ବ୍ରାଉନସୁଗାର ବେପାର, ଧରିଲା ପୁରୀ ପୋଲିସ୍

About the Author