Odisha News: ଘରୋଇ କଲେଜ, ହାଇସ୍କୁଲ୍‍, ସଂସ୍କୃତ ଟୋଲ ଶିକ୍ଷକ ଓ କର୍ମଚାରୀଙ୍କ ବଢ଼ିଲା ଦରମା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ଏଣିକି ଦରମା ଓ ଆନୁଷଙ୍ଗିକ ଭତ୍ତା ପାଇବେ। ଏହା ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି।

Odisha News: ଘରୋଇ କଲେଜ, ହାଇସ୍କୁଲ୍‍, ସଂସ୍କୃତ ଟୋଲ ଶିକ୍ଷକ ଓ କର୍ମଚାରୀଙ୍କ ବଢ଼ିଲା ଦରମା

About the Author