Odisha News: ଗୁଣିଆ ସନ୍ଦେହ କରି ଏକ ପରିବାରକୁ ତଡି଼ଲେ ଗାଁଲୋକେ, ଥାନାରେ ମାମଲା

Odisha News: ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୋଟିଏ ପରିବାର ଗାଁ ଛାଡି ବେସାହାରା ପାଲଟିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ରାଜଖମା ଗ୍ରାମରେ।

Odisha News: ଗୁଣିଆ ସନ୍ଦେହ କରି ଏକ ପରିବାରକୁ ତଡି଼ଲେ ଗାଁଲୋକେ, ଥାନାରେ ମାମଲା

About the Author