Advertisement
Article Detail0/zeeodisha/odisha2088272
Zee OdishaOdisha StateIPS ସ୍ତରରେ ଅଦଳ ବଦଳ

IPS ସ୍ତରରେ ଅଦଳ ବଦଳ

ପୋଲିସ ଅଧିକାରୀଙ୍କ ସ୍ତରରେ ଅଦଳବଦଳ।

IPS ସ୍ତରରେ ଅଦଳ ବଦଳ

IPS Changes: ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ଛୋଟଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଚାରି ଜଣ ପୋଲିସ ଅଧିକାରୀଙ୍କର ବଦଳି କରିଛନ୍ତି। ରେଳବାଇ, ଉପକୂଳ ସୁରକ୍ଷା ଦାୟିତ୍ୱରେ ରହିଥିବା ଦୟାଲ ଗ୍ୟାଙ୍ଗୱାରଙ୍କୁ ମର୍ଡନାଇଜେସନର ଏଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ମର୍ଡନାଇଜେସନ ଏଡିଜିପି ଦାୟିତ୍ୱରେ ରହିଥିବା ରାଜେଶ କୁମାରଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଅଶ୍ୱିନ କୁମାରଙ୍କୁ କଟକ-ଭୁବନେଶ୍ୱରର ଅତିରିକ କମିଶନର ଭାବେ ଦାୟିତ୍ୱ ମିଳିଛି। ଏହି ଦାୟିତ୍ୱରେ ରହିଥିବା ବ୍ରିଜେଶ ରାୟଙ୍କୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। 

Add Zee News as a Preferred Source
About the Author