Odisha News: ଆନ୍ଧ୍ର ମୁହାଁ ହେଉଛି ଓଡ଼ିଶାର କୋଟିଆ ! ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ଆନ୍ଧ୍ର ସରକାର..

Odisha News: (ନିରୋଜ ସତପଥି) କୋଟିଆକୁ ନେଇ ଆନ୍ଧ୍ର - ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ୍ ମୂଳକ କାର୍ଯ୍ୟ କରା ଯାଉଥିବାବେଳେ, ଆନ୍ଧ୍ର ମଧ୍ୟ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର କୋଟିଆର ନେରେଡିବାଳସା ଠାରେ ଆନ୍ଧ୍ର ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରା ଯାଇଥିଲା।

Odisha News: ଆନ୍ଧ୍ର ମୁହାଁ ହେଉଛି ଓଡ଼ିଶାର କୋଟିଆ ! ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ଆନ୍ଧ୍ର ସରକାର..

About the Author