Odisha News: ଗାଁ ଭିତରେ ପଶିଲେ ୭୦ ବଣୁଆ ହାତୀ

Odisha News: ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଚାଷୀପଡାରେ ଓ ଅପରାହ୍ନ ସମୟରେ କାନପୁର ଅଞ୍ଚଳରେ ଏହି ହାତୀ ପଲରୁ କିଛି ହାତୀ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା ।

Odisha News: ଗାଁ ଭିତରେ ପଶିଲେ ୭୦ ବଣୁଆ ହାତୀ

About the Author