Bill Gates: ଜାଣନ୍ତୁ କାହିଁକି ଭୁବନେଶ୍ବରରେ ଆସିଛନ୍ତି ବିଲ ଗେଟ୍ସ , କ’ଣ ରହିଛି କାର୍ଯ୍ୟକ୍ରମ?

Bill Gates: ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ (Bill Gates) । ବୁଧବାର ବିଲ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ (Naveen Patnaik) ଭେଟିବା ସହ ଭୁବନେଶ୍ବରସ୍ଥିତ କୃଷି ଭବନ ପରିଦର୍ଶନ କରି ସେଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ।

Bill Gates: ଜାଣନ୍ତୁ କାହିଁକି ଭୁବନେଶ୍ବରରେ ଆସିଛନ୍ତି ବିଲ ଗେଟ୍ସ , କ’ଣ ରହିଛି କାର୍ଯ୍ୟକ୍ରମ?

About the Author