ଚୌଦ୍ୱାର ନୂଆପାଟଣାରେ ଓଲଟିଲା ବସ୍, ଦେବଗଡରୁ ଆସୁଥିଲା ଭୁବନେଶ୍ୱର

କଟକ ଚୌଦ୍ୱାର ଥାନା ନୂଆପାଟଣା ନିକଟରେ ଭୋର ସମୟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭରସ୍ୟାମ ହରାଇ ଡିଭାଇଡରରେ ପିଟି ହେବା କାରଣରୁ ବସଟି ଓଲଟିପଡିଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ଚୌଦ୍ୱାର ନୂଆପାଟଣାରେ ଓଲଟିଲା ବସ୍, ଦେବଗଡରୁ ଆସୁଥିଲା ଭୁବନେଶ୍ୱର

About the Author