Plus Two Exams: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର, ଏହି ଦିନ ବାହାରିବ ରେଜଲ୍ଟ!

Plus Two Exams: ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା (Plus Two Exams 2024) । ତା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଆଜି (ଶନିବାର) ଠାରୁ ପରୀକ୍ଷା ପରିଚାଳନା ହବ୍ ଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି।

Plus Two Exams: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ପଠାଯିବ ପ୍ରଶ୍ନପତ୍ର,  ଏହି ଦିନ ବାହାରିବ ରେଜଲ୍ଟ!

About the Author