Weather Update: ଆସନ୍ତାକାଲି ଠୁ ବର୍ଷା, ୧୭ ଜିଲ୍ଲାକୁ ଆଲର୍ଟ ଜାରି!

Weather Update: ରାଜ୍ୟରେ ଜାରି ରହିଛି ଶୀତର (Cold wave in odisha)। ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା (rain)ସମ୍ଭାବନା ରହିଛି ।

Weather Update: ଆସନ୍ତାକାଲି ଠୁ ବର୍ଷା,  ୧୭ ଜିଲ୍ଲାକୁ ଆଲର୍ଟ ଜାରି!

About the Author