Covid-19: ରାଜ୍ୟରେ ମହାମାରୀ ଭୟ, ଟେଷ୍ଟିଂ ଓ ସର୍ଭେଲାନସ୍ ବଢାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

Covid-19: ଦେଶରେ ଲଗାତାର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ମଧ୍ଯ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଏହାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼ ଟେଷ୍ଟିଂ, ସର୍ଭେଲାନସ୍ ଓ ପ୍ରସ୍ତୁତ ରହିବାକୁ ସବୁ ମେଡିକାଲ କଲେଜ ଓ ସିଡ଼ିଏମଙ୍କୁ ପତ୍ର ଜାରି ହୋଇଛି ।

Covid-19: ରାଜ୍ୟରେ ମହାମାରୀ ଭୟ, ଟେଷ୍ଟିଂ ଓ ସର୍ଭେଲାନସ୍ ବଢାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
Image Credit: ସୌ(ସୋସିଆଲ ମିଡିଆ)

About the Author