Puri Srimandira: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ, ଖସୁଛି ପଥର ଖଣ୍ଡ

Puri Srimandira: ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ସମ୍ଭାବନା ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି।

Puri Srimandira: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଅର୍ଥାତ ହସ୍ତି ଦ୍ୱାର ଗୁମୁଟରେ ଫାଟ, ଖସୁଛି ପଥର ଖଣ୍ଡ

About the Author