ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

Rengali Borewell case: ଶିଶୁଟିର ବାପା, ମାଆ ସେହି ରେଙ୍ଗାଲି ଅଞ୍ଚଳର ବୋଲି ଜଣା ପଡିଛି । ସମ୍ୱଲପୁର ଏସପି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶିଶୁ କନ୍ୟାଟି ଦମ୍ପତ୍ତିଙ୍କର ଦ୍ୱିତୀୟ ସନ୍ତାନ ହୋଇଥିବା ସୂଚନା ମିଳିଛି ।

ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

About the Author