କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ
Advertisement
Article Detail0/zeeodisha/odisha2196816

କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ନବରାତ୍ରୀର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଆଜି କଟକ ଗସ୍ତରେ ଯିବା ସହ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି । ମାଆଙ୍କ ନିକଟରେ ଦୀପଦାନ କରି ରାଜ୍ୟବାସୀଙ୍କ ପାଇଁ ଶୁଭକାମନା ମନାସିଛନ୍ତି ।

କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

କଟକ: ନବରାତ୍ରୀର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ଆଜି କଟକ ଗସ୍ତରେ ଯିବା ସହ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି । ମାଆଙ୍କ ନିକଟରେ ଦୀପଦାନ କରି ରାଜ୍ୟବାସୀଙ୍କ ପାଇଁ ଶୁଭକାମନା ମନାସିଛନ୍ତି ।

ଅନ୍ୟପଟେ, ରାଜ୍ୟପାଳ ମାଆଙ୍କ ଦର୍ଶନ କରି ଫେରିବା ରାସ୍ତାରେ ଜଣେ ଅସହାୟ ମହିଳାଙ୍କୁ ସାହାଯ୍ୟ କରିଥିବା ସୂଚନା ମିଳିଛି । କଟକ ସିଡିଏ ସେକ୍ଟର ୭ରେ ରହୁଥିବା ମହିଳା ଚନ୍ଦନା ଚୌଧୁରୀ ତାଙ୍କ ନାବାଳକ ପୁଅର ସ୍ୱାସ୍ଥ୍ୟଗତ ସମସ୍ୟାତଥା ଜେନେଟିକ ଚିକିତ୍ସା ପାଇଁ ଟଙ୍କା ଅଭାବ ଥିବା କଥା ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜ୍ୟପାଳ ତାଙ୍କ ଦୁଃଖ ବୁଝି ଆର୍ଥିକ ସହାୟତାର ହାତ ବଢାଇଥିଲେ । ଏଥିସହ ବାସ୍କେଟ୍ ବଲ ଖେଳାଳି ପାୟଲ ପରିଡାଙ୍କୁ ମଧ୍ୟ ଆର୍ଥିକ ସହାୟତା ଦେଇଥିଲେ ।

Also Read- Grah Gochar 2024: ନବରାତ୍ରୀ ସମୟରେ ଗ୍ରହ ଚଳନ, ୩ ରାଶି ହେବେ ପ୍ରଭାବିତ

Also Read- ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !