ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର

ଖଲିପତ୍ର ତିଆରି ପାଇଁ ମାଆଙ୍କ ସହିତ ଦଦରାଲୁଣ୍ଡା ସ୍ଥିତ ଜଙ୍ଗଲକୁ ଯାଇଥିଲେ ସ୍ୱପ୍ନା । ପତ୍ର ତୋଳି ସାରିବା ପରେ ତାକୁ ଘରକୁ ଆଣିବା ପାଇଁ ବିଡା ବାନ୍ଧୁଥିବା ସମୟରେ ହଠାତ୍ ସ୍ୱପ୍ନାଙ୍କ ପେଟରେ ଏକ ଗୁଳି ବାଜିଥିଲା । ନିଜର କଷ୍ଟ ସମ୍ପର୍କରେ ମାଆଙ୍କୁ ଜଣାଇଥିଲେ ସ୍ୱପ୍ନା । ଲୋକଙ୍କ ସହଯୋଗରେ ସ୍ୱପ୍ନାଙ୍କ ମାଆ ତାଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଗଞ୍ଜାମ ବେଡ଼ିଗୋବାରେ ଗୁଳିମାଡ, ମହିଳା ଗୁରୁତର

About the Author