bmc

ଦଶହରା ରଙ୍ଗକୁ ରଙ୍ଗହୀନ କରିବ ମହାମାରୀ; ଲାଗୁ ହେବ ନାଇଟକର୍ଫ୍ୟୁ

ଅକ୍ଟୋବର ୧୦ ତାରିଖ ପଞ୍ଚମୀ ଦିନରୁ ମାଆଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯିବ। ଯଥା ରୀତିନୀତି ନେଇ ପୂଜା କାର୍ଯ୍ୟ ହେବ।

Oct 1, 2021, 11:14 PM IST

ମୌସୁମୀ ପ୍ରସ୍ତୁତି ଉପରେ ଉଠିଲା ପ୍ରଶ୍ନ; ପ୍ରାକୃତିକ ନାଳ ଭରସାରେ BMC

ଅସରାଏ ବର୍ଷାରେ ଉବୁଟୁବୁ ସ୍ମାର୍ଟ ସିଟି ପ୍ରଶାସନ ଦ୍ୱାରା କରାଯାଇଥିବା ମୌସୁମୀ ପ୍ରସ୍ତୁତି ଏଥର କାଳ ପାଲଟିଛି। 

Sep 22, 2021, 09:26 PM IST

କାଳ ହେଲା ତୃତୀୟ ବିବାହ! ସ୍ତ୍ରୀ ନିଜେ ପୋଛିଲା ନିଜ ମଥାର ସିନ୍ଦୁର

ସାମ ଓ ତାଙ୍କ ସ୍ତ୍ରୀ ଉଭୟେ BMCରେ ସଫେଇକର୍ମୀ ଭାବେ କାର୍ଯ୍ୟ କରନ୍ତି। ସାମଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ଝିଙ୍ଗି ପୂର୍ବରୁ ଥରେ ବିବାହ କରିଥିଲେ।

Sep 21, 2021, 12:51 PM IST

ଲିଭିଗଲା ଜ୍ୟୋତିପ୍ରକାଶଙ୍କ ଜୀବନ ଜ୍ୟୋତି, ୪ ଲକ୍ଷରେ ଲୁଚିବ ଦୋଷ-ତ୍ରୁଟି!

ପଞ୍ଚସଖା ନଗର ପାଖ ଡ୍ରେନର ଏକ ବୁଦାମୂଳରୁ ୧୫ ବର୍ଷୀୟ ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର ୩୫ ଜଣିଆ ପ୍ରାୟ ୧୯ ଘଣ୍ଟା ସର୍ଚ୍ଚ ଅପରେସନ କରି ମୃତଦେହର ସନ୍ଧାନ ପାଇଥିଲା।

Sep 20, 2021, 11:23 AM IST

मुंबई में गणेश विसर्जन के दौरान हादसा, 5 बच्चे समंदर में डूबे

इस बार विसर्जन जुलूस की इजाजत नहीं थी. इसके बावजूद मुंबई में गणेश विसर्जन के लिए अच्छी खासी तादाद में लोग निकले. गणेश प्रतिमा विसर्जन के दौरान 5 बच्चे समंदर में डूब गए.

Sep 20, 2021, 12:02 AM IST

ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କଡାକଡି କଲା ବିଏମସି; ଆଇନ ଉଂଲଘନ ହେଲେ ଗଣିବେ ଜରିମାନା

ନିୟମ ମୁତାବକ ନିର୍ମାଣ ସାମଗ୍ରୀ ରଖିବା ପାଇଁ ବିଏମସି ଠାରୁ ସର୍ବନିମ୍ନ ୭ ଦିନିଆ ଦେୟଯୁକ୍ତ ଅନୁମତି ଆଣିବାକୁ ପଡିବ ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ନିଜ ପରିବହନ କିମ୍ବା ବିଏମସି ଦ୍ୱାରା ପ୍ରଦତ୍ତ ଦେୟଯୁକ୍ତ ପରିବହନ ସେବା ଦ୍ବାରା ଚିହ୍ନିତ ସ୍ଥାନରେ ପକାଇବାକୁ ହେବ।

Sep 19, 2021, 11:05 PM IST

ମୁଣ୍ଡ ବ୍ୟଥାର କାରଣ ପାଲଟିଛି MCC; ଦୁର୍ଗନ୍ଧରେ ଅତିଷ୍ଠ ହୋଇଠିଲେଣି ଲୋକେ

ବିଏମସି ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏମସିସି ପରିସରରୁ ଆସୁଥିବା ବିକଟାଳ ଦୁର୍ଗନ୍ଧରେ ଫାଟିପଡୁଛି ପରିବେଶ।

Sep 19, 2021, 10:41 PM IST

ବଢୁଛି ଚାହିଦା; ଆୟୁର୍ବେଦ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରାଇବା ଲାଗି ସାଧାରଣରେ ଦାବି

ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିବା ସହରାଞ୍ଚଳ ଆୟୁର୍ବେଦ ଚିକିତ୍ସାଳୟ ଏବେ ରୁଗଣ ଅବସ୍ଥାକୁ ଚାଲିଯାଇଛି।       

Sep 18, 2021, 11:11 PM IST

ବିପଦ ସଙ୍କୁଳ ଅବସ୍ଥାରେ ମାର୍କେଟ କମ୍ପେକ୍ସ; ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଛନ୍ତି ବ୍ୟବସାୟୀ

ସହରରେ ଅବସ୍ଥିତ ଏହି ମାର୍କେଟ କମ୍ପ୍ଲେକ୍ସରେ କୌଣସି ମୂହୁର୍ତ୍ତରେ ଏକ ବଡ ଅଘଟଣ ଘଟିବାର ସମ୍ଭାବନା ରହିଥିବା ବେଳେ ଅତି ଶୀଘ୍ର ଏହି କୋଠାର ପୁନଃରୁଦ୍ଧାର କରିବା ଲାଗି ଦାବି ହୋଇଛି।

Sep 17, 2021, 09:48 PM IST

अगर आप Mumbai में घूमने निकले हैं, तो पढ़ लीजिए ये खबर; यहां हो रहा है Random Covid Antigen Test

मुंबई में गणेश चतुर्दशी से गणेशोत्सव मनाया जाता है. इस दौरान शहर में काफी भीड़-भाड़ रहती है, जिसे देखते हुए बीएमसी ने ये फैसला लिया है.

Sep 9, 2021, 01:16 PM IST

'पत्नियों से लड़कर आते हैं सतपुड़ा-वल्लभ भवन के अफसर, कब्ज के शिकार, उन्हें क्रिमाफिन+ सीरप दें'

सागर बुंदेलखंड मेडिकल कॉलेज अपने अजीबो-गरीब कारनामों की वजह से सुर्खियों में रहता है. अब बीएमसी के चिकित्सा शिक्षक संघ अध्यक्ष ने एक नया मामला छेड़ दिया है.

Sep 8, 2021, 11:32 PM IST

Ganesh Chaturthi 2021: दिल्ली में नहीं सजेंगे गणपति पंडाल, BMC ने भी लगाए हैं प्रतिबंध

 Ganesh Chaturthi 2021: BMC ने शुक्रवार से शुरू हो रहे गणेश उत्सव के लिए नए दिशा-निर्देश जारी किए हैं, राजधानी दिल्ली में भी गणेश चतुर्थी पर कोरोना के चलते गणेश पंडाल नहीं सजेगा.

Sep 8, 2021, 05:56 PM IST

ସାମାନ୍ୟ ବର୍ଷାରେ ବେହାଲ ତଳିଆ ଅଞ୍ଚଳ; ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

ବର୍ଷ ବର୍ଷ ଧରି ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ କରିବା ଲାଗି ଲୋକେ ଦାବି କରି ଆସୁଥିଲେ ମଧ୍ୟ ରାଜନୈତିକ ଅଭିସନ୍ଧି ହେଉ ଅଥବା ପ୍ରଶାସନିକ ଉଦାସୀନତା କାରଣରୁ ଏହାର କୌଣସି ପ୍ରତିକାର କରାଯାଇପାରିନାହିଁ। 

Sep 7, 2021, 06:56 PM IST

ଟିକାକରଣ କ୍ଷେତ୍ରରେ ମାଇଲ ଖୁଣ୍ଟ ପାର କଲା ବିଏମସି

ବିଏମସି ପକ୍ଷରୁ ଏ ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୧ ହଜାର ୭୬୧ ଡୋଜ ଟିକା ଦିଆଯାଇଛି।

Sep 6, 2021, 04:54 PM IST

पेंग्विन की रखवाली के लिए दिया 15.26 करोड़ का टेंडर, इस राज्य में खड़ा हुआ विवाद

कांग्रेस (Congress) ने भायखला चिड़ियाघर (Bhaykhala Zoo) में अगले तीन साल के लिए 7 पेंगविन की देखभाल (Maintenance of Penguins) के लिये करीब करोड़ों रुपये की निविदा जारी करने पर शिवसेना (Shiv Sena) शासित महानगर पालिका (BMC) की आलोचना की है.

Sep 6, 2021, 04:02 PM IST

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପରଦର୍ଶନ କଲେ ବିଏମସି କମିଶନର

 ସହରରୁ ନିର୍ଗତ ହେଉଥିବା ବର୍ଜ୍ୟକୁ ପରିଚାଳନା କରି କ୍ଷୁଦ୍ର ଜୈବ ସାର କେନ୍ଦ୍ର ଠାରେ ଖତ ସାର ପ୍ରସ୍ତୁତ କରାଯାଉଛି। 

Sep 2, 2021, 06:14 PM IST

ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା

ଏଥର ସୀମିତ ସଂଖ୍ୟକ ସଦସ୍ୟଙ୍କ ଗହଣରେ ପୂଜା କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଭସାଣୀ ଉତ୍ସବକୁ ମଧ୍ୟ ବାରଣ କରାଯାଇଛି।

Sep 2, 2021, 05:52 PM IST

ଆଜିଠୁ ରାଜଧାନୀରେ ଦୁଇ ଦିନ ସେରୋ ସର୍ଭେ

ମଙ୍ଗଳବାର ଠାରୁ ରାଜଧାନୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥାତ ୩୧ ଓ ୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ଵରରେ ବିଏମସିର ସହଭାଗିତାରେ ସେରୋ ସର୍ଭେ ହେବ।

Aug 31, 2021, 07:29 AM IST

ଆସନ୍ତାକାଲିଠୁ ରାଜଧାନୀରେ ସେରୋ ସର୍ଭେ

ଆଇସିଏମଆରର ଅନୁରୋଧ କ୍ରମେ ମଙ୍ଗଳବାର ଠାରୁ ବିଏମସି ସହଭାଗିତାରେ ମୋଟ ୬୭ଟି ୱାର୍ଡରୁ ୫ଟି ୱାର୍ଡରେ ସେରୋ ସର୍ଭେ (Sero Survey) କରାଯିବ।

Aug 30, 2021, 03:13 PM IST

ଲୋକଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଁଇଲା ପ୍ରଶାସନ; ଖୋଲିଲା ରାମଲିଙ୍ଗେଶ୍ୱର ପାର୍କ

ସହରରେ ଅବସ୍ଥିତ ରାମଲିଙ୍ଗେଶ୍ୱର ପାର୍କ ଖୋଲିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Aug 28, 2021, 04:48 PM IST