Gajapati Illegal Sand Mining: ନଦୀ ଗର୍ଭରେ ଚାଲିଛି ବେଆଇନ ବାଲି ଉତ୍ତୋଳନ; ପ୍ରଶାସନର ଦୁର୍ବଳତାର ସୁଯୋଗ ଉଠାଉଛନ୍ତି ବାଲିମାଫିଆ

Illegal Sand Mining in Gajapati: ଜିଲ୍ଲାରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ଏବେ ବେଫିକର୍ ହୋଇଉଠିଛନ୍ତି ବାଲିମାଫିଆ। ଗୋଟିଏ ପଟେ ପ୍ରାକୃତିକ ଲଘୁଖଣିଜ ସମ୍ପଦ ଲୁଟ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି।

 Gajapati Illegal Sand Mining: ନଦୀ ଗର୍ଭରେ ଚାଲିଛି ବେଆଇନ ବାଲି ଉତ୍ତୋଳନ; ପ୍ରଶାସନର ଦୁର୍ବଳତାର ସୁଯୋଗ ଉଠାଉଛନ୍ତି ବାଲିମାଫିଆ

About the Author