Illegal Sanda lifting: ରାମନଦୀରୁ ବେଧଡକ ଉତ୍ତୋଳନ ହେଉଛି ବାଲି, ଦୈନିକ ଶହ ଶହ ଟ୍ରାକ୍ଟର..

Illegal Sanda lifting: ଦିବାଲୋକରେ ବେଧଡକ ଭାବେ ଉତ୍ତୋଳନ ହେଉଛି ନଦୀଗର୍ଭରୁ ବାଲି ଏବଂ ସେହି ବାଲିକୁ ଟ୍ରାକ୍ଟର ଯୋଗେ ହେଉଛି ଚାଲାଣ। ନାଁ କଟାଯାଉଛି ରୟାଲଟି , ନାଁ ଅଛି ପ୍ରଶାସନର ଜରିମାନାକୁ ଭୟ । ଗଜପତି ଜିଲ୍ଲା ରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ବେଫିକର୍ ଏବେ ବାଲି ମାଫିଆ।

Illegal Sanda lifting: ରାମନଦୀରୁ ବେଧଡକ ଉତ୍ତୋଳନ ହେଉଛି ବାଲି, ଦୈନିକ ଶହ ଶହ ଟ୍ରାକ୍ଟର..

About the Author