Odisha News: ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ପୂର୍ବରୁ ମିଳିବ କାଳିଆ ଟଙ୍କା

Odisha News: ସବୁ ବର୍ଗର ଭୋଟ୍‍ ହାତେଇବା ଲାଗି ସରକାର ଟ୍ରେଜରୀ ଖୋଲି ଦେଇଛନ୍ତି। ଯେଉଁ ଯୋଜନାରେ ଲୋକଙ୍କୁ ଅର୍ଥ ପହଞ୍ଚାଇବାରେ ପ୍ରତିବନ୍ଧକ ଆସୁଛି ତାହାକୁ ଦୂର କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ମଞ୍ଜୁର କରୁଛନ୍ତି। ଏମିତି ଏକ ପ୍ରସ୍ତାବ ଅନୁସାରେ ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ଋତୁରେ ବି ଚାଷୀଙ୍କ ଆକାଉଣ୍ତଟକୁ ଟଙ୍କା ପଠାଇବା ଲାଗି ସରକାର କ୍ଷମତାପନ୍ନ ହୋଇଛନ୍ତି।

Odisha News: ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ପୂର୍ବରୁ ମିଳିବ କାଳିଆ ଟଙ୍କା

About the Author