ତାଣ୍ଡବ ରଚିଲା କାଳ ବୈଶାଖୀ: ଭଞ୍ଜନଗରରେ ୫୦ ଛେଳି ଏବଂ ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
Advertisement

ତାଣ୍ଡବ ରଚିଲା କାଳ ବୈଶାଖୀ: ଭଞ୍ଜନଗରରେ ୫୦ ଛେଳି ଏବଂ ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଭଞ୍ଜନଗର ଏବଂ ରାଉରକେଲା ସମେତ ରାଜ୍ୟର ଅନେକ ସ୍ଥାନରେ କରାଳ ରୂପ ଦେଖାଇଛି କାଳ ବୈଶାଖୀ । ବଡ଼ଗଡ଼ ଥାନା ନୂଆଗାଁ ଅଞ୍ଚଳରେ ୫୦ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ରାଉରକେଲାରେ ବଜ୍ରାଘାତ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ।

ତାଣ୍ଡବ ରଚିଲା କାଳ ବୈଶାଖୀ: ଭଞ୍ଜନଗରରେ ୫୦ ଛେଳି ଏବଂ ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ କାରଣରୁ ଅନେକ କ୍ଷୟକ୍ଷତି ହୋଇଯାଇଛି । ଭଞ୍ଜନଗର ବଡ଼ଗଡ଼ ଥାନା ନୂଆଗାଁ ଅଞ୍ଚଳରେ ଛେଳି ଚରାଉଥିବା ସମୟରେ ବଜ୍ରପାତ ହେବା କାରଣରୁ ୫୦ ଛେଳି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏଥିସହ ୪ ଜଣ ବ୍ୟକ୍ତି ଆହତ ହୋଇ ବଡଗଡ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି ।

ସେହିପରି, ରାଉରକେଲାରେ ବଜ୍ରାଘାତ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Also Read- ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

Also Read- ୟୁଟ୍ୟୁବର ମୋନାଲିସା ଭଦ୍ର ଫେରାର୍, ଖୋଜୁଛି ବନ ବିଭାଗ