Monsoon 2024: ଆଗକୁ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଜାରି କଲା ଚେତାବନୀ, ଆକ୍ସମ ମୁଡରେ SRC

ରାଜ୍ୟରେ ଅନେକ ସ୍ଥାନରେ ୨୬ରୁ ୨୮ ମଧ୍ୟରେ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିପାରେ। ଏହା ସମେତ ଆସନ୍ତା ୩ ଦିନ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ସମେତ ୩୦ ରୁ ୪୦କିମି ବେଗରେ ପବନ ବହିପାରେ।

Monsoon 2024: ଆଗକୁ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଜାରି କଲା ଚେତାବନୀ, ଆକ୍ସମ ମୁଡରେ SRC
Image Credit: IMD weather forecast