ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌

ପ୍ରାୟ ୮ ଘଣ୍ଟା ଦରି ଇଡି ପ୍ରଶ୍ନର ଉତ୍ତର ଦେବା ପରେ ବିଧାୟକ ପ୍ରଫୁଲ ସାମଲ ଇଡି ଅଫିସରୁ ଆସିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଫୁଲ କହିଛନ୍ତି ଯେ, ମୁଁ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ତଥ୍ୟ ଇଡିକୁ ପ୍ରଦାନ କରିଛି । ଇଡିର ତଦନ୍ତରେ ମୁଁ ସହଯୋଗ କରିବା ସହ ସମସ୍ତ ପ୍ରଶ୍ନର ଉତ୍ତର ଇଡି ଆଗରେ ରଖିଛି ବୋଲି ପ୍ରଫୁଲ କହିଛନ୍ତି ।

ED ଅଫିସ୍‌ରୁ ବାହାରି ପ୍ରତିକ୍ରିୟା ଦେଲେ ବିଧାୟକ ପ୍ରଫୁଲ୍ଲ ସାମଲ୍‌

About the Author