LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

LaccMI Bus Service: ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ 'ଲକ୍ଷ୍ମୀ ବସ୍' ସେବା । ୧୨ ତାରିଖରୁ ୨୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief minister Naveen Patnaik) ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ 'ଲକ୍ଷ୍ମୀବସ୍'ର (LaccMI Bus)ଶୁଭାରମ୍ଭ କରିବେ ।

LaccMI Bus: ଆଜିଠୁ ଏହି ୫ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

About the Author