Odisha Crime: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, ଜଣେ ମୃତ, ୨ ଗୁରୁତର

Odisha Crime: ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ବଡ଼ ପୁଅ ଦଣ୍ଡପାଣି ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଜଗଦେବ ପରିଡ଼ା ଓ ସାନ ଭାଇ ପ୍ରମୋଦ ପରିଡ଼ା ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି l ୨ ଜଣଙ୍କୁ ସ୍ୱାସ୍ଥ୍ୟବସ୍ତା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି l

Odisha Crime: ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ, ଜଣେ ମୃତ, ୨ ଗୁରୁତର

About the Author