Khordha: ଖୋର୍ଦ୍ଧାରେ ଅଛନ୍ତି କେତେ ଭୋଟର? ପ୍ରକାଶ ପାଇଲା ଚୂଡାନ୍ତ ତାଲିକା

Khordha Voter list: ପ୍ରକାଶ ପାଇଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା । ଜିଲ୍ଲାରେ ମୋଟ ୧୮୬୫୪୫୫ ଜଣ ମତାଦାତା ଥିବା ଜଣାପଡ଼ିଛି । ଏଥିରେ ୯୭୧୫୫୪ ଜଣ ପୁରୁଷ ଓ ୮୯୩୩୪୧ ଜଣ ମହିଳା ଭୋଟର ଥିବାବେଳେ ୫୬୦ ଜଣ ତୃତୀୟ ଲିଙ୍ଗା ଭୋଟର ରହିଛନ୍ତି।

Khordha: ଖୋର୍ଦ୍ଧାରେ ଅଛନ୍ତି କେତେ ଭୋଟର? ପ୍ରକାଶ ପାଇଲା ଚୂଡାନ୍ତ ତାଲିକା
Image Credit: ସୌ(ସୋସିଆଲ ମିଡିଆ)

About the Author