Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସ୍ୟଜୀବୀଙ୍କ ଗର୍ଜନ

Fishermen Strike: ରାଜଧାନୀ ଲୋୟର ପିଏମଜିରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ । ୬ ଦଫା ଦାବି ନେଇ ରାଜ ରାସ୍ତାରେ ଏକାଠି ହେଲେ ହଜାର ହଜାର ମତ୍ସ୍ୟଜୀବୀ (Fishermen)। ଏହି ଆନ୍ଦୋଳନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ମତ୍ସଜୀବୀ ସାମିଲ ହୋଇଥିବା ଜଣାପଡ଼ିଛି ।

Fishermen Strike: ୬ ଦଫା ଦାବି ନେଇ ରାଜ ରାସ୍ତାରେ ମତ୍ସ୍ୟଜୀବୀଙ୍କ ଗର୍ଜନ

About the Author