Sarat Chandra Mishra Passed Away: ରାଜଧାନୀର ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ର

Sarat Chandra Mishra: ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ମଙ୍ଗଳବାର ଦିନ ସକାଳ ୭ଟାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ବିପିନ ବିହାରୀ ମିଶ୍ର ସୂଚନ ଦେଇଛନ୍ତି ।

Sarat Chandra Mishra Passed Away: ରାଜଧାନୀର ଘରୋଇ ହସ୍ପିଟାଲରେ ଆଖି ବୁଜିଲେ ପୂର୍ବତନ ଡ଼ିଜିପି ଶରତ ଚନ୍ଦ୍ର ମିଶ୍ର
Image Credit: ସୌ(ସୋସିଆଲ ମିଡିଆ)

About the Author