Khandagiri Mela 2024: ଦିନକ ପରେ ଖଣ୍ତଗିରି ମେଳା, ଅଶ୍ଲୀଳତା ପ୍ରଦର୍ଶନ କଲେ ବନ୍ଦ ହେବ ଯାତ୍ରା!

Khandagiri Mela 2024: ମାଘ ସପ୍ତମୀଠାରୁ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବେ ଖଣ୍ତଗିରି ପାହାଡ଼ । ତେବେ କୁମ୍ଭ ମେଳା ନେଇ ଶତାଧିକ ସାଧୁସନ୍ଥଙ୍କ ଆଗମନ ହୋଇଛି । ଏନେଇ ସମସ୍ତ ନିଜର ଆସ୍ଥାନ ଓ ଯଜ୍ଞ କୁଣ୍ତ ତିଆରି କରିବା ସହ ପୂର୍ଣ୍ଣକୁମ୍ଭ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

Khandagiri Mela 2024: ଦିନକ ପରେ ଖଣ୍ତଗିରି ମେଳା, ଅଶ୍ଲୀଳତା ପ୍ରଦର୍ଶନ କଲେ ବନ୍ଦ ହେବ ଯାତ୍ରା!