Nua O Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଜି ତିନି ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା

Odisha News: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ଶିକ୍ଷାରେ ଅର୍ଥ ଆଉ ସାଜିବନି ବାଧକ। ନୂଆ-ଓ ଛାତ୍ରବୃତ୍ତି ହେବ ସହାୟକ। ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା 'ନୂଆ-ଓ ଛାତ୍ରବୃତ୍ତି ' ଆଜିଠୁ ବିତରଣ କରାଯିବ।

Nua O Scholarship 2024: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଆଜି ତିନି ଜିଲ୍ଲାର ଛାତ୍ରଛାତ୍ରୀ ପାଇବେ ଟଙ୍କା