Odisha News: ଆଜିଠୁ ଖଣ୍ତଗିରିରେ ଯାତ୍ରା ମହାକୁମ୍ଭ, ପ୍ରଥମ ଦିନରେ ପରିବେଷଣ ହେବ ଏହି ସବୁ ନାଟକ

Odisha News: ମାଘ ମେଳା ଠାରୁ ଚଳ ଚଞ୍ଚଳ ହୋଇପଡି଼ଛି ଖଣ୍ତଗିରି (Khandagiri)। ଖଣ୍ତଗିରିରେ ପ୍ରସିଦ୍ଧ କୁମ୍ଭମେଳା (Khandagiri Kumbha Mela) ଫେବୃଆରୀ ୧୬ ତାରିଖରୁ ଖଣ୍ତଗିରିରୁ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ (୧୮ ତାରିଖ) ଆରମ୍ଭ ହେବ ଯାତ୍ରା ମହାସମର (jatra mahasamar)। ଖଣ୍ତଗିରି ଯାତ୍ରା ମହାସମରରେ ଓଡି଼ଶାର ୭ଟି ଯାତ୍ରା କମିଟି ମାଧ୍ୟମରେ ଓଡିଶାର ୧୩ ଟି ବଛାବଛା ଅପେରା ପାର୍ଟି (jatra patry) ଅଂଶ ଗ୍ରହଣ କରିବେ।

Odisha News: ଆଜିଠୁ ଖଣ୍ତଗିରିରେ ଯାତ୍ରା ମହାକୁମ୍ଭ, ପ୍ରଥମ ଦିନରେ ପରିବେଷଣ ହେବ ଏହି ସବୁ ନାଟକ

About the Author