Paradeep: କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଦାବିପତ୍ର ପ୍ରଦାନ, ଆଗକୁ ଆନ୍ଦୋଳନ ଚେତାବନୀ

Paradeep: ଥମୁନି ଏନ୍ଏସି ବିବାଦ । କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଜଙ୍ଗ ବନ୍ଦ ଡାକରା ଦେଇଛନ୍ତି ଅଞ୍ଚଳବାସୀ ।ରାଜ୍ୟ ସରକାର ୩୫ଟି ଅଞ୍ଚଳକୁ ଏନ୍‌ଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଏଥିରୁ ବାଦ ପଡ଼ିଥିଲା ।

Paradeep: କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଦାବିପତ୍ର ପ୍ରଦାନ, ଆଗକୁ ଆନ୍ଦୋଳନ ଚେତାବନୀ

About the Author