Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା

Odisha News: ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜ୍ୟ ପୁଲିସ ବୋର୍ଡ ଡିଏସପି ଓ ଅତିରିକ୍ତ ଏସପି ସ୍ତରର ଅଧିକାରୀଙ୍କ ଭିତରେ ଏକ ଅଦଳବଦଳ କରିଛନ୍ତି। ଏହାଦ୍ୱାରା ୨୦ ଜଣ ପୁଲିସ ଅଧିକାରୀଙ୍କ ଠିକଣା ବଦଳିଛି।

Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା

About the Author