Odisha 12th Result 2023: ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ଫଳ, ଏପରି କରନ୍ତୁ ଚେକ
Advertisement
Article Detail0/zeeodisha/odisha1718716

Odisha 12th Result 2023: ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ଫଳ, ଏପରି କରନ୍ତୁ ଚେକ

ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ୧ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଓଡିଶା ବୋର୍ଡ ରାଜ୍ୟର ୧,୧୪୫ କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରିଥିଲା। ଚଳିତ ବର୍ଷ ପ୍ରାୟ ୩.୫ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇଥିଲେ। 

Odisha 12th Result 2023: ପ୍ରକାଶ ପାଇଲା +2 ବିଜ୍ଞାନ ଓ ବାଣିଜ୍ୟ ଫଳ, ଏପରି କରନ୍ତୁ ଚେକ

Odisha 12th Result 2023: ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତଃଘଟାଇ ଆଜି ମଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡିଶାର ଦ୍ୱାଦଶ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଙ୍କ ପାଇଁ ଅପେକ୍ଷା ଶେଷ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆଜି ଦିନ ୧୧ଟାରେ ଏହି ଫଲ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାଣିଜ୍ୟ ଏବଂ ବିଜ୍ଞାନ ସ୍ରୋତ ପାଇଁ ଫଳାଫଳ ଆଜି CHSE ଦ୍ୱାରା ଘୋଷଣା କରାଯାଇଥିଲା। ଓଡ଼ିଶା HSE ରେଜଲ୍ଟ ଅଫ୍ ଆର୍ଟ ଷ୍ଟ୍ରିମ୍ ପରେ ଘୋଷଣା କରାଯିବ।

ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ ୧ ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଓଡିଶା ବୋର୍ଡ ରାଜ୍ୟର ୧,୧୪୫ କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରିଥିଲା। ଚଳିତ ବର୍ଷ ପ୍ରାୟ ୩.୫ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇଥିଲେ। ଯେଉଁଥିରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ର କଳା ଷ୍ଟ୍ରିମରେ ୯୧,୩୭୯  ଛାତ୍ର ବିଜ୍ଞାନ ଷ୍ଟ୍ରିମରେ ଏବଂ ୨୩,୧୪୮ ଛାତ୍ର ବାଣିଜ୍ୟରେ ଉପସ୍ଥିତ ହୋଇଥିଲେ।