Cyclone Dana: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’ । ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ବାତ୍ୟାର ତୀବ୍ରତା ଥିଲା ୧୦୦ ରୁ ୧୨୦ କିମି ଘଣ୍ଟାପ୍ରତି। ଏହାର ପ୍ରଭାବରେ କେନ୍ଦ୍ରାପଡା ଓ ଭଦ୍ରକ ସମୁଦ୍ର କୂଳ ଅଶାନ୍ତ ହୋଇପଡିଛି। ତେବେ, ବାତ୍ୟା ପରର ଦୃଶ୍ୟ କିପରି ରହିଛି ପୁରୀରେ ଦେଖନ୍ତୁ....
ALSO READ: 'ଦାନା' ପ୍ରଭାବରେ ଆଜି ୧୩ ଜିଲ୍ଲାରେ ପ୍ରବଳ ବର୍ଷା, ଜାରି ହେଲା ରେଡ ଆଲର୍ଟ; ପଢନ୍ତୁ ପାଣିପାଗ ଅପଡେଟ
ସେଠାରେ ସେମାନଙ୍କ ପାଇଁ ଖାଦ୍ୟ-ପେୟର ବ୍ୟବସ୍ଥା ହୋଇଛି।
ଘରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।
ପରିସ୍ଥିତି ଉପରେ ଜିଲ୍ଲାପାଳ ଓ ଏସପି ନଜର ରଖିଛନ୍ତି।
ବାତ୍ୟା ଟଳିଯିବାରୁ ପୁରୀବାସୀ ଆସି ଶ୍ରୀମନ୍ଦିର ସମ୍ମୁଖରେ ଆଜି ଦୀପ ଜାଳୁଛନ୍ତି।
ट्रेन्डिंग फोटोज़