Odisha News: ମାର୍ଚ୍ଚ ୧ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତ! ଜାଣନ୍ତୁ ଏହା ପଛର କାରଣ

President Droupadi Murmu Odisha visit: ନୂଆ ରୂପରେ ସଜେଇ ହୋଇଛି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ। ଝଲସୁଛି କୋଠା , ପାଚେରୀ ସବୁ ରଙ୍ଗୀନ ହୋଇଛି। ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବ ପାଇଁ ଏହି ସାଜସଜା ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ (President Droupadi Murmu) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ (Berhampur University)କର୍ତ୍ତୃପକ୍ଷ।

Odisha News: ମାର୍ଚ୍ଚ ୧ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତ! ଜାଣନ୍ତୁ ଏହା ପଛର କାରଣ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author