Puri News: ଆଜି ବସିବ ଛତିଶା ନିଯୋଗ ବୈଠକ, ନାଟମଣ୍ତପ ମରାମତି ନେଇ ହେବ ଆଲୋଚନା

Chhatisa Nijog Meeting: ଆଜି ବସିବ ଛତିଶା ନିଯୋଗ ବୈଠକ । ପୁରୀ ବଡ଼ଦାଣ୍ତ ସ୍ଥିତ ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ଯକ୍ଷତାରେ ଅପରାହ୍ନ ୫ଟାରେ ଏହି ବୈଠକ ବସିବ ।

Puri News: ଆଜି ବସିବ ଛତିଶା ନିଯୋଗ ବୈଠକ, ନାଟମଣ୍ତପ ମରାମତି ନେଇ ହେବ ଆଲୋଚନା

About the Author