Gaja Uddharana Besha: ଆଜି ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ, ଜାଣନ୍ତୁ ଏହାର ମାହାତ୍ମ୍ୟ

Gaja Uddharana Besha: ଆଜି ପବିତ୍ର ମାଘ ମାସ ପୂର୍ଣିମା ତିଥି (magha purnima) । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ (Gaja Uddharana Besha) । ଏହି ବେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଚତୁର୍ଭୁଜରେ (lord jagannath) ଧାରଣ କରିବେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ। ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭଙ୍ଗିରେ ଥାଇ ମାଆଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ ।

Gaja Uddharana Besha: ଆଜି ମହାପ୍ରଭୁଙ୍କ ଗଜୋଦ୍ଧାରଣ ବେଶ, ଜାଣନ୍ତୁ ଏହାର ମାହାତ୍ମ୍ୟ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author