Top 10 News: ୨୧ ଫେବ୍ରୁଆରୀରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ପରୀକ୍ଷା, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ RI, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ମାଧ୍ୟମିକ ଶିକ୍ଷା ବୋର୍ଡ ଗୁରୁବାର ଦିନ ରାଜ୍ୟରେ ୨୦୨୫ ମ୍ୟାଟ୍ରିକ୍ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କରିଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ୨୧ ଫେବ୍ରୁଆରୀ ୨୦୨୫ (ଶୁକ୍ରବାର) ରେ ଆରମ୍ଭ ହେବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News: ୨୧ ଫେବ୍ରୁଆରୀରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ପରୀକ୍ଷା, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ RI, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Image Credit: Top 10 News Headlines 14 November 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More