West Bengal Train Accident: ପଶ୍ଚିମବଙ୍ଗରେ କିପରି ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍? ରେଳବାଇ ବୋର୍ଡ ଚେୟାରମ୍ୟାନ୍ କଲେ ବଡ଼ ଖୁଲାସା

West Bengal Train Accident: ପଶ୍ଚିମବଙ୍ଗରେ ଏକ ମାଲବାହୀ ଟ୍ରେନ୍ ସହିତ କଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନ୍ ଧକ୍କା ହେବା ନେଇ ରେଳ ବୋର୍ଡର ଅଧ୍ୟକ୍ଷଙ୍କଠାରୁ ଏକ ବଡ ବୟାନ ଆସିଛି। ଡ୍ରାଇଭରଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଜାଣନ୍ତୁ କଣ କହିଛନ୍ତି ରେଳବାଇ ବୋର୍ଡର ଚେୟାରମ୍ୟାନ୍।

West Bengal Train Accident: ପଶ୍ଚିମବଙ୍ଗରେ କିପରି ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍? ରେଳବାଇ ବୋର୍ଡ ଚେୟାରମ୍ୟାନ୍ କଲେ ବଡ଼ ଖୁଲାସା
Image Credit: Kanchanjungha Express Accident

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More