Aswini Baisnav: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗା ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Aswini Baisnav: ପୁରୀ ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀପଞ୍ଚମୀରେ ରଥଖଳାକୁ ଯାଇ ଅନୁକୂଳ ହୋଇଥିବା ରଥକାଠକୁ ଷ୍ପର୍ଶ କରି ସାନିଧ୍ୟ ନେଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗନ୍ନାଥ ଦର୍ଶନ କରିଛନ୍ତି ଶ୍ରୀଯୁକ୍ତ ବୈଷ୍ଣବ।

Aswini Baisnav: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗା ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

About the Author