Rathayatra 2024
ଗୁଣ୍ଡିଚା ମନ୍ଦିରରେ ଲାଗିଲା ୩ ରଥ, ଭାଇ-ଭଉଣୀଙ୍କୁ ଧରି ମାଉସୀ ଘର ଗସ୍ତରେ କାଳିଆ ସାଆନ୍ତା
ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆଜି ଦ୍ୱତୀୟ ଦିନ।ଗତକାଲି ସୂର୍ଯ୍ୟାସ୍ତ ପରେ ଅଟକି ରହିଥିବା ତିନି ରଥକୁ ଟଣାଯାଇ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଯାଇଥିଲା।ଗତକାଲି ପରି ଆଜି ମଧ୍ୟ ରଥ ଟାଣିବାକୁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ତିନି ରଥକୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ କର୍ଡନ କରି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି।ଡ଼ିଜ
Jul 8,2024, 18:42 PM IST
Srimandir
Srimandir: ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ, ମହାପ୍ରଭୁଙ୍କ ଓଷ ଲାଗି ନୀତି
Srimandir: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଜଗତରନାଥ ପ୍ରଭୁ ଜଗନ୍ନାଥ। ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ।
Jun 28,2024, 9:19 AM IST
Rathayatra
Rathayatra: ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ, ଦିନରାତି ଚାଲିଛି ସେବା
Rathayatra: ଅନବସର ବା ଅଣସରର ଦ୍ଵିତୀୟ ଦିନ। ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ। ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି। ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର।
Jun 24,2024, 16:02 PM IST
Ratnabhandar
Ratnabhandar: ‘ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ’, ରତ୍ନ ଭଣ୍ଡାର ମରାମତି ପାଇଁ ଦାବି
Ratnabhandar: ରତ୍ନ ଭଣ୍ଡାର ଛାତରୁ ପାଣି ଗଳୁଥିବା ବେଳେ ଛାତ ଦୁର୍ବଳ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ଫାଟ ରହିଚି। ପଥର ବି ଖସିଥିବା ଏଏସଆଇ ରିପୋର୍ଟ୍ ରେ ଉଲ୍ଲେଖ ଅଛି। ଏମିତିକି ଲେଜର ସ୍କାନିଂ ରିପୋର୍ଟରେ ମଧ୍ୟ ସମାନ କଥା କୁହାଯାଇଛି। ହେଲେ ଦୁର୍ଭାଗ୍ୟର ବିଷୟ ପୂର୍ବ ସରକାର୍ ରତ୍ନ ଭଣ୍ଡାରର ମରାମତି ନେଇ କୌଣସି ପଦକ୍ଷେପ ନେଲେ ନାହିଁ।
Jun 24,2024, 10:43 AM IST
Hatibesha
Hatibesha: ଦୁର୍ଲ୍ଲଭ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ
Hatibesha: ମହାପ୍ରଭୁ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଛେରା ପହଁରା ହୋଇ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜୀୟୁ। । ସେଥିପାଇଁ ରାଘବଦାସ ମଠରେ ମହାପ୍ରଭୁଙ୍କ ହାତୀ ବେଶ ନିର୍ମାଣ ଚାଲିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ ।
Jun 21,2024, 12:07 PM IST
Odisha news
Odisha News: ଘୋଷ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି
Odisha News: ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟ କଣ୍ଟ ପାଇଁ ମଙ୍ଗଳବାର ରାତିରେ ସାକ୍ଷୀଗୋପାଳରେ ବଉଳ ଗଛକୁ ସ୍ନାନ ଓ ରଥଯାତ୍ରା ପାଇଁ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ମାପ ଅନୁଯାଇ ଛେଦନ କରାଯାଇ ଏକ ଶଗଡ଼ରେ ଲଦାଯାଇ ସେଥିରେ ପାଟବସ୍ତ୍ର ଆଚ୍ଛାଦିତ କରାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ପଠାଯାଇଥିଲା।
Jun 20,2024, 11:27 AM IST
Gualijatra of Lord Jagannath
ମହାପ୍ରଭୁଙ୍କ ବିବାହ ସମ୍ପର୍ଣ୍ଣ ହେବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲୀ ଯାତ୍ରା
Lord Jagannath: ଶ୍ରୀନଅର ଠାରେ ଗଜପତି ମହାରାଜ ବର-କନ୍ୟା ଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥାନ୍ତି। ମହାସୁଆର ସେବାୟତ ଦ୍ୱାରା ପ୍ରସ୍ତୁତ ପିଠାକୁ ପୂଜାପଣ୍ଡା ସେବକ ପଂଚଉପଚାର ବିଧିରେ ମଣୋହି କରିଥାନ୍ତି।ଏହାପରେ ପ୍ରସାଦ ଲାଗି ଓ ଗଜପତି ଚଳନ୍ତି ପ୍ରତିମାଙ୍କ ସମ୍ମୁଖରେ ରହି ବନ୍ଦାପନା ଓ ଚାମର ଆଲଟ ନୀତି ସମ୍ପାଦନ କରିଥାନ୍ତି।
Jun 20,2024, 10:09 AM IST
Odisha News: ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୭୦ଲକ୍ଷ ଟଙ୍କାର ସୁନା
Odisha News: ପୁଣି ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବର ପୁଣିଥରେ ଅନନ୍ୟ ଉଦାହରଣ ଦେଇଛନ୍ତି ଭକ୍ତ । ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ୧ କେଜି ୮୦୦ ମିଲିଗ୍ରାମ ସୁନା ମିଳିଛି । କେହି ଭକ୍ତ ଶ୍ରୀମନ୍ଦିର ନାଟମଣ୍ଡପ ହୁଣ୍ଡିରେ ଏହି ସୁନା ପକାଇଛନ୍ତି। ଯାହାର ପ୍ରାୟ ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ। ତେବେ ଏହା ଅଳଙ୍କାର ଆକାରରେ ପଡ଼ିଛି କି ସୁନା ଖଣ୍ଡ ହିସାବରେ ପଡ଼ିଛି ତାହା ସ୍ପଷ୍ଟ ହୋଇନାହିଁ।
May 29,2024, 14:09 PM IST
Chandan Jatra
ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା, ଚାପ ଦର୍ଶନ ମୁକ୍ତିର ମାର୍ଗ ଦେଖାଏ ବୋଲି ରହିଛି
Chandan Jatra: ଚାଲିଛି ମହାପ୍ରଭୁଙ୍କ ଦିବ୍ଯ ବାହାର ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଭଉଁରୀ ଯାତ୍ରାରେ ଶେଷ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ଯାନ୍ନ ଧୂପ ସରିବା ପରେ ଦିଅଁ ଚନ୍ଦନକୁ ବିଜେ କରିଥାନ୍ତି। ତେବେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଦେଖିବା ପାଇଁ ନରେନ୍ଦ୍ରରେ ବେଶ୍ ଭିଡ ଜମୁଛି। ମହାପ୍ରଭୁଙ୍କ ଦିନଚାପ ରାତିଚାପ ସହ ଚନ୍ଦନକୁଣ୍ଡରେ ଦିବ୍ଯ ସ୍ନାନ ଦର୍ଶନ କରି ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି ଭକ୍ତ ଓ ଦର୍ଶନାର୍ଥୀ।
May 17,2024, 6:45 AM IST
Odisha Election
ବଡ଼ଧରଣର ରାଜନୈତିକ ହିଂସା, କଂଗ୍ରେସ ବିଧାୟକ ପ୍ରାର୍ଥିଙ୍କୁ ମରଣାନ୍ତକ ଆକ୍ରମଣ
Odisha Election 2024: ପୁରୀରେ ବଡଧରଣର ରାଜନୈତିକ ହିଂସା। ଜଣେ କଂଗ୍ରେସ ବିଧାୟକ ପ୍ରାର୍ଥିଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣର ଶିକାର ହୋଇଛନ୍ତି ପୁରୀ ବିଧାନସଭା ଆସନ ପାଇଁ ଟିକେଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ। ଗତକାଲି ରାତିରେ କିଛି ଦୁର୍ବୁତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ଆଖି ସମେତ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି।
May 6,2024, 12:50 PM IST
odisha election 2024
Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ, ପ୍ରଥମରେ ଅଛନ୍ତି...
Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ ବୋଲି ନାମାଙ୍କନ ପତ୍ର ପରେ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଂଜୟ ଦାସବର୍ମା ସର୍ବାଧିକ ପାଞ୍ଚକୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତିର ମାଲିକ। ତେବେ ସତ୍ଯବାଦୀ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଇଞ୍ଜିନିୟର ସଂଜୟ ଦାସବର୍ମାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ପ୍ରାୟ ୫କୋଟି ୩୧ଲକ୍ଷ ୧୭ହଜାର ୫୪୫ଟଙ୍କା ବୋଲି ଜଣାପଡିଛି।
May 2,2024, 12:57 PM IST
Saina Nehwa at srimandir
Saina Nehwal : ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କଲେ ସାଇନା ନେହ୍ୱାଲ
Saina Nehwal : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ ।ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇଛି ବୋଲି ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି ସାଇନା। ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ସମୟ ବିତେଇବା ସହ ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଛନ୍ତି ସାଇନା
Apr 25,2024, 16:07 PM IST
ILLEGAL IPL batting
Odisha News: ଆଇପିଏଲ ବେଟିଂ କରି ୫ ଗିରଫ
Odisha News: ଆଇପିଏଲ କ୍ରିକେଟ ଉପରେ ବେଆଇନ ଟଙ୍କା ବେଟିଂ କରି ଛତିଶଗଡର ୫ଜଣଙ୍କୁ ଗିରଫ କରିଛି ପୁରୀ ବଳିଆପଣ୍ଡା ପୁଲିସ। ରାତିରେ ପେଟ୍ରୋଲିଂ କରିବା ସମୟରେ ପୁଲିସକୁ ମିଳିଥିଲା ଏଭଳି ଏକ ସାଂଘାତିକ ତଥ୍ୟ। ଆଇପିଏଲ ମ୍ୟାଚରେ ବେଆଇନ ଭାବେ ଅନଲାଇନ ଟଙ୍କା ବେଟିଂ କରୁଥିବା ଏକ ବଡ଼ ଧରଣର ରାକେଟକୁ ଧରିବା ପାଇଁ ଜାଲ ବିଛାଇ ଦେଇଥିଲା ପୁଲିସ।
Apr 25,2024, 10:46 AM IST
Sahijat Lankapodi
Sahijat Lankapodi: ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି
Sahijat Lankapodi: ଶ୍ରୀକ୍ଷେତ୍ରରେ ଅନନ୍ୟ ସାହିଯାତରେ ଲଙ୍କାପୋଡି଼। ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ କରାଯାଇଥିଲା।
Apr 24,2024, 18:12 PM IST
Srimandir: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ
Srimandir: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଅପରାହ୍ନ ସାଢ଼େ ୫ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ। ଏହି ବୈଠକରେ ଅନ୍ଯମାନଙ୍କ ମଧ୍ୟରେ ଛତିଷା ନିଯୋଗ ମହାନାୟକ, ଜିଲ୍ଲାପାଳ ତଥା ଉପମୁଖ୍ଯ ପ୍ରଶାସକ, ଏସପି ଉପସ୍ଥିତ ରହିବେ।
Apr 24,2024, 12:00 PM IST
Srimandir: ଶ୍ରୀମନ୍ଦିରକୁ ଉଠିଲା ମହାଦୀପ
Srimandir: ପବିତ୍ର କାମଦା ଏକାଦଶୀରେ ଶ୍ରୀମନ୍ଦିରକୁ ଉଠିଲା ମହାଦୀପ। ସଂନ୍ଧ୍ଯା ଧୂପ ପରେ ଚୁନରା ସେବକ ମାନେ ଅତି ନିଷ୍ଠାର ସହ ଏହି ନିତି ସମାପନ କରିଛନ୍ତି। ଜଗତକଲ୍ଯାଣ ଉଦ୍ଦେଶ୍ୟରେ ଏହି ନିତି କରାଯାଇଥାଏ। ଏକାଧିକ ଚୁନରା ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ଅଁଳାବେଢାକୁ ମହାଦୀପ ଉଠାଯାଇଥାଏ।
Apr 20,2024, 9:48 AM IST
Srimandir: ସୁରକ୍ଷା ଦେଇପାରୁନି ଶ୍ରୀମନ୍ଦିର ଏସି ଟନେଲ୍, ହନ୍ତସନ୍ତ ଭକ୍ତ..
Srimandir: ପୁରୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ କରାଯାଇଛି ଏସି ସେଡ୍ । ତଥାପି ପାଦ ତାତି ଫୋଟକା ହୋଇଯାଉଛି ଆଉ ମୁଣ୍ଡ ଝାଇଁ ମାରି ଯାଉଛି। ଏସି ସେଡ୍ ସେମାନଙ୍କୁ ବିଶେଷ ସୁରକ୍ଷା ଦେଇପାରୁନି ।
Apr 19,2024, 10:17 AM IST
Odisha Election 2024: ନିର୍ବାଚନ ଲଢ଼ିବେ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ
Odisha Election 2024: ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ।
Apr 8,2024, 11:08 AM IST
Srimandir: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର, ଦେଖନ୍ତୁ ଏହି ଭିଡିଓ..
Srimandir: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପୁଣି ପୋଲିସର ଦୁର୍ବ୍ୟବହାର । ସିଂହଦ୍ଵାର ସମ୍ମୁଖରେ ବାଙ୍ଗାଲୋରରୁ ଆସିଥିବା ମହିଳା ଭକ୍ତ ଓ ତାଙ୍କ ପରିବାରକୁ କରାଗଲା ଦୁର୍ବ୍ୟବହାର। ଏହି ଦୃଶ୍ୟ ହିଁ ବୟାନ କରୁଛି କିଭଳି ରହିଥିବ ସ୍ଥିତି ଏବଂ କକିଭଳି ଉଚ୍ଚ କଣ୍ଠରେ ଗାଳି କରୁଛନ୍ତି ନିୟୋଜିତ ଥିବା ପୋଲିସ କର୍ମଚାରୀ।
Apr 8,2024, 7:18 AM IST
Odisha News: ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର
Odisha News: ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ ଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା। ମାତ୍ର ଏକମାସ ମଧ୍ୟରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଏକମାସରୁ ଦେଢମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି।
Apr 5,2024, 8:52 AM IST
Puri Murder
Odisha Crime: ନିଶା ଖାଇ ହତ୍ୟା, ସିସିଟିଭି ଆଧାରରେ ହତ୍ୟାକାରୀଙ୍କୁ ଧରିଲା ପୋଲିସ୍
Odisha Crime: ନିଶା ହେଲା କାଳ।ମୋବାଇଲ ପାଇଁ ଗଲା ଯୁବକଙ୍କ ଜୀବନ।ଏହି ଘଟଣାରେ ପୋଲିସ ଦୁଇ ଜଣ ଙ୍କୁ ଉଠାଇ ଆଣିଛି।ତେବେ ଗତକାଲି ବିଳମ୍ବିତ ରାତିରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାରେ ଜଣେ ହୋଟେଲ ମ୍ୟାନେଜର୍ ହତ୍ୟାର ଶିକାର ହୋଇଥିଲେ। ପେଣ୍ଠକଟାରେ ଥିବା ଏକ ମଦ ଦୋକାନ ପଛପଟ ଅନ୍ଧକାର ଅଞ୍ଚଳରେ ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ୟା କରି ଫେରାର ହୋଇଯାଇଥିଲେ।
Apr 5,2024, 7:02 AM IST
odisha crime
Odisha News: ଉଧାର ଟଙ୍କା ମାଗିବାରୁ ବୋମାମାଡ଼
Odisha News: ଉଧାର ଟଙ୍କା ମାଗିବା ନେଇ କୋର୍ଟରେ ମାମଲା ରୁଜୁ କରିଥିବାରୁ ବରିଷ୍ଠ ଆଇନଜୀବୀଙ୍କ ଉପରକୁ ହୋଇଥିଲା ବୋମାମାଡ। ବୁଧବାର ପୁରୀ ଗୋପାଳପୁର ଛକରେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁଙ୍କ ଉପରକୁ ବୋମାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
Apr 4,2024, 18:34 PM IST
Canvas art
Odisha News: ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ
Odisha News: ହୋଲିରେ ପୁରୀ ବଡ଼ଦାଣ୍ଡରେ କ୍ୟାନଭାସରେ ରଙ୍ଗ ଉତ୍ସବ। ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବଡ଼ଦାଣ୍ଡର ଉତ୍ତର ପାର୍ଶ୍ବ ପରିକ୍ରମା ପଥରେ ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀମାନଙ୍କ ଦ୍ବାରା ‘ଜେଡ଼ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ’, ଭୁବନେଶ୍ବର ପ୍ରାୟୋଜିତ ଏବଂ ‘ଉତ୍କୃଷ୍ଠ’, ଶ୍ରୀ ସୁବାଷ ପୂଜାହାରୀଙ୍କ ଦ୍ବାରା ଆୟୋଜିତ ଏକ ଚିତ୍ରଶିଳ୍ପୀ ଶିବିରର ଆଜି ଅନୁଷ୍ଠିତ ହୋଇଯାଇଛି।
Mar 27,2024, 10:56 AM IST
Odisha elections 2024 dates
ସଫଳ ହେବ ତ ମୁଖ୍ୟମନ୍ତ୍ରୀଙ୍କ ଗୁରୁ ଦାୟିତ୍ୱ? ମହାପ୍ରଭୁଙ୍କଠୁ ଆଶୀର୍ବାଦ ନେଲେ ବିଜେଡି ନେତା...
Odisha Election 2024: ଆଗାମୀ ନିର୍ବାଚକୁ ନେଇ ଦୁଇଦିନ ତଳେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ସମିକ୍ଷା ହୋଇଥିଲା। ଆଉ ପୁରୀ ସଂସଦୀୟ କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ଯେପରି ବିଜେଡି ଅକ୍ତିଆର କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ଆଜି ପୁରୀ ସଂସଦୀୟ କ୍ଷେତ୍ରରୁ ବିଜେଡିର ସମସ୍ତ ସାମ୍ଭାବ୍ଯ ପ୍ରାର୍ଥୀମାନେ ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି। ଦଳ ଦେଇଥିବା ଏଭଳି ଉତ୍ତରଦାୟିତ୍ୱକୁ ସୂଚାରୁ ରୁପେ ତୁଲାଇବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
Mar 21,2024, 18:14 PM IST
Robbery at Srimandir
Srimandir: ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା
Srimandir: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା। ଆଜି ସକାଳ ପ୍ରାୟ ୯ଟା ୩୦ମିନିଟରେ ମଙ୍ଗଳାଳତୀ ସରିବା ପରେ ଅନ୍ଯାନ୍ଯ ନିତି ଚାଲିଥିଲା। ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଥିଲେ। ମହାପ୍ରଭୁଙ୍କ ଚାଚେରୀ ବେଶ ଥିବାରୁ ପ୍ରବଳ ଗହଳି ଥିଲା।
Mar 21,2024, 11:20 AM IST
Exam in candle light
Odisha News: ବିଦ୍ଯୁତ ବିଭାଗର ଚରମ ଅବହେଳା, ଡିବିରି ଆଲୁଅରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
Odisha News: ବିଦ୍ଯୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି। ପରୀକ୍ଷା ସମୟରେ ଅଘୋଷିତ ବିଦ୍ଯୁତ କାଟ ଯୋଗୁଁ ଡିବିରି ଓ କ୍ଯାଣ୍ଡେଲ ଲାଇଟରେ ପରୀକ୍ଷା ଦେଲେ ପରିକ୍ଷାର୍ଥି। ଏଭଳି ଚରମ ଅବହେଳା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ। ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେବା ଘଟଣା ଜିଲ୍ଲାରେ ଅସନ୍ତୋଷ ସୃଷ୍ଟି କରିଛି।
Mar 21,2024, 10:44 AM IST
Lord Jagannath
୫ ପ୍ରକାରର ପଖାଳ ଖାଏ କାଳିଆ, ଜାଣନ୍ତୁ କେଉଁ ପଖାଳରେ କହିଥାଏ ବଡ଼ ଠାକୁରଙ୍କ ରୁଚି
Srimadira: ଓଡ଼ିଆରେ ତାତ୍ସଲ୍ୟ ଭଙ୍ଗୀରେ କଥାଟିଏ ଅଛି ,ପଖାଳ ଭାତରେ ଘି,ତୋ ବାପା ଖାଉଥିଲା କି? ଜଗତର ପିତା ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ କିନ୍ତୁ ଏକଥା ସତ ।କାଳିଆ ଠାକୁର ଖାଇଥାନ୍ତି ଘିଅ ପଖାଳ ।ପଖାଳ ସାଙ୍ଗରେ ଗୋଟା କଦଳୀ ଭାଜାରେ ରହିଛି ମହାପ୍ରଭୁଙ୍କ ଆଦର। ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ଙ୍କ ପାଖରେ ନିତ୍ୟ ଲାଗି ହୁଏ ପଖାଳ।
Mar 20,2024, 17:52 PM IST
Lok Sabha Elections 2024
ବାଜି ସାରିଛି ନିର୍ବାଚନୀ ବିଗୁଲ, ବିଜେପି-ବିଜେଡି ମେଣ୍ଟକୁ ନେଇ ଏଯାଏଁ ଆସିପାରୁନି ସ୍ପଷ୍ଟ ଚିତ୍ର
Odisha Election 2024: ବାଜି ସାରିଛି ନିର୍ବାଚନୀ ବିଗୁଲ। ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ଏହା ମଧ୍ୟରେ ନବୀନ ନିବାସରେ ବିଜେଡି ପକ୍ଷରୁ ପ୍ରଥମେ ପୁରୀ ସଂସଦୀୟ କ୍ଷେତ୍ରରୁ ତର୍ଜମା ଆରମ୍ଭ ହୋଇଛି। ତେବେ ଚଳିତ ନିର୍ବାଚନରେ କୋଟିକୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ସର୍ବାଗ୍ରେ ଗୁରୁତ୍ୱ ଦେବ ଦଳ।
Mar 19,2024, 13:52 PM IST
Phagu Dashami
Phagu Dashami 2024: ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
Phagu Dashami 2024: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା । ଫଗୁ ଦଶମୀରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ।
Mar 19,2024, 9:54 AM IST
Odisha News: ପୁଣି ବଦଳିଲେ ପୌର କାର୍ଯ୍ୟିନିର୍ବାହି ଅଧିକାରୀ
Odisha News: ପୁଣି ବଦଳିଲେ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ।ଗତ ଦୁଇମାସରେ ବଦଳିଲେଣି ୩ ପୌର କାର୍ଯ୍ୟିନିର୍ବାହି ଅଧିକାରୀ। ନିର୍ବାଚନ(Election) ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବଦଳୁଛନ୍ତି ଅଧିକାରୀ।
Mar 16,2024, 7:04 AM IST
Srimandira
ଚିନ୍ତା ବଢ଼ାଇଛି ଶ୍ରୀମନ୍ଦିର AC ଟନେଲ୍ ର ବିଦ୍ୟୁତ୍ ବିଲ୍, ମାତ୍ର ୨ ମାସରେ ବିଲ୍ ଆସିଛି....
Srimandira AC Tunnel: ବାର୍ଷିକ କୋଟିଏ ଡେଇଁବ ଶ୍ରୀମନ୍ଦିର ଏସି ଟନେଲ୍ ଓ ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳେ ଥିବା ଏସି ହ୍ଯାଙ୍ଗର ବିଦ୍ୟୁତ୍ ବିଲ୍।ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ନ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନକୁ ବିଦ୍ୟୁତ୍ ବିଲ୍ ଚଡ଼କ।ଦୁଇମାସରେ ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ।ଟନେଲ୍ ନିର୍ମାଣ ଏଜେଣ୍ଡାରେ କ୍ୟୁ ମ୍ୟାନେଜମେଣ୍ଟ , ହେଲେ ଫାଇନାନ୍ସରେ ମିସ ମ୍ୟାନେଜମେଣ୍ଟ।
Mar 15,2024, 6:45 AM IST
Srimandira: ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ
Srimandira: ଧିରେ ଧିରେ ନୂଆରୂପ ନେଉଛି ଶ୍ରୀମନ୍ଦିର ଦୋଳବେଦୀ। ପୁରାତନ ଐତି କୀର୍ତ୍ତିରାଜିରେ । ରଙ୍ଗ ଆଉ ଚୁନ ପଲସ୍ତରା ଭିତରେ ଦିନେ ଏହା ସମ୍ପୂର୍ଣ୍ଣ ଲୁଚିଯାଇଥିଲା। ହେଲେ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଦୋଳବେଦୀର ପୁନରୁଦ୍ଧାର କରାଯାଉଛି। ଦୋଳବେଦୀ କାନ୍ଥରୁ ଉଦ୍ଧାର ହେଉଛି ଖୋଦିତ ବହୁ କୀର୍ତିରାଜୀ।
Mar 13,2024, 13:39 PM IST
ଖୁବ୍ ଶିଘ୍ର ଖୋଲିବ ରତ୍ନ ଭଣ୍ଡାର! ତଦାରଖ କମିଟି ବୈଠକ ପାଇଁ ଓଡ଼ିଶାରେ ପହଞ୍ଚିଲେ ଅରିଜିତ ପଶାୟତ
Ratnabhandar: ଚାରି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରତ୍ନଭଣ୍ଡାର ଇନଭେଣ୍ଟ୍ରୀ କମିଟି ଅଧ୍ଯକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ଯକ୍ରମ ରହିଛି। ତାପରେ ଅପରାହ୍ନ ୨ଟା ସମୟରେ ପୁରୀ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ବସିବ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ।
Mar 9,2024, 10:54 AM IST
Srimandir: ବଡଦେଉଳରୁ ଖସିଲା ପଥର
PURI BREAKING: ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡଦେଉଳରୁ ଖସିଲା ପଥର। ବଡ଼ ଦେଉଳ ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଥିବା ବରାହ ମନ୍ଦିର ନିକଟରୁ ପଥର ଖସିଥିବା ଜଣାପଡିଛି। ଆଜି ଭୋରରୁ ପଥର ଖସିଥିବା ଜଣାପଡିବା ପରେ ପଥରକୁ ସଂଗ୍ରହ କରାଯାଇ ଗାରଦକୁ ହସ୍ତାନ୍ତର କରାଯାଇଛି।
Mar 9,2024, 9:16 AM IST
puri news
Odisha News: ସାବଧାନ! ବିବାହ ଉତ୍ସବରେ ଅତିଥି ହୋଇ ଆସି ଲୁଟୁଛନ୍ତି ଲୁଟେରା...
Odisha News: ପୁରୀରେ ବିବାହ ଉତ୍ସବରେ ଲୁଟେରା ଅତିଥି। ବିନା ନିମନ୍ତ୍ରଣରେ ପହଞ୍ଚି ଯାଉଛନ୍ତି ବିଚକ୍ଷଣ ଲୁଟେରା । ଅତିଥି ସାଜି ଯାଉଛନ୍ତି ଆଉ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ମୁଲ୍ଯର ଟଙ୍କା ପଇସା ଓ ଅଳଙ୍କାର। ଭୁବନେଶ୍ୱର ପରେ ପୁରୀରେ ହୋଇଛନ୍ତି ସକ୍ରିୟ। ଗତ ତିନି ତାରିଖ ଦିନ ବଳିଆପଣ୍ଡା ଅଞ୍ଚଳର ଗୋଟିଏ ହୋଟେଲରେ ଚାଲିଥିବା ବିବାହ ଉତ୍ସବରେ ବୁଲାଇଛନ୍ତି କଳାକନା।
Mar 6,2024, 15:01 PM IST
SHG Group
SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ଅଭିଯୋଗ
SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ନୀତି ଗ୍ରହଣ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା।ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ଟାଉନ ହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମହିଳା ମୋର୍ଚ୍ଚାର କର୍ମୀ ମାନେ ଅଫିସ ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ସେମାନଙ୍କୁ ଭିତରକୁ ପ୍ରବେଶ କରାଇ ଦେଇନଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଶତାଧିକ ମହିଳା।
Feb 29,2024, 8:46 AM IST
matric exam 2024
Odisha News: ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ସୁଲୋଚନା
Odisha News: ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା।ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁକୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ ପଢ଼ୁଛନ୍ତି। ପରିଣତ ବୟସରେ ବି ତାଙ୍କ ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଟିଏ ତତ୍ପର ହୋଇ ଉଠିଛି ।
Feb 26,2024, 18:06 PM IST
Odisha News: ପୁରୀରେ ଉଦଘାଟିତ ହେଲା ବାଏଅଫ
Odisha News: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ। ଏହି ଫିଲ୍ମ ଫେଷ୍ଟିଭାଲ ଚକ୍ରତୀର୍ଥ ରୋଡ ସୁବର୍ଣ୍ଣ ବେଳାଭୂମିରେ ୫ଦିନଧରି ଚାଲିବ। ଏଥିରେ ଦେଶବିଦେଶର ପ୍ରାୟ ୬୦ଟି ଫିଲ୍ମ ସ୍କ୍ରୀନିଂ ହେବ। ପ୍ରଥମ ଦିନରେ ପୁରୀର ଜାଗା ଆଖଡା ସଂସ୍କୃତିକୁ ନେଇ ପ୍ରଯୋଜକ ଆଶୁତୋଷଙ୍କ ଦ୍ୱାରା ପ୍ରସ୍ତୁତ "ଜାଗା ଆଖଡା" ଫିଲ୍ମ ପ୍ରଥମେ ସ୍କ୍ରୀନିଂ ହୋଇଥିଲା।
Feb 22,2024, 11:07 AM IST
Railway Minister Ashwini Vaishnaw
ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗା ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Aswini Baisnav: ପୁରୀ ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀପଞ୍ଚମୀରେ ରଥଖଳାକୁ ଯାଇ ଅନୁକୂଳ ହୋଇଥିବା ରଥକାଠକୁ ଷ୍ପର୍ଶ କରି ସାନିଧ୍ୟ ନେଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗନ୍ନାଥ ଦର୍ଶନ କରିଛନ୍ତି ଶ୍ରୀଯୁକ୍ତ ବୈଷ୍ଣବ।
Feb 15,2024, 7:36 AM IST
Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ
Srimandira: ଏଥର କାର୍ତ୍ତିକ ମାସରେ ହବିଷ୍ୟାଳି ପାଳିବେ ପଞ୍ଚୁକ ୪ ଦିନ। ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ କରାଯିବ ନାହିଁ। ଏଥିସହ ଏପ୍ରିଲ ୧୪ ରେ ହେବ ପଣା ସଂକ୍ରାନ୍ତି ସେ ନେଇ ଆଜି ନିଷ୍ପତି ନିଆଯାଇଛି।ଏବଂ ରଥଯାତ୍ରା ସମୟରେ ୧୩ ଦିନିଆ ଅଣସର ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୋଟାଏ ଦିନରେ କେବଳ ନୀତି କାନ୍ତି କରାଯିବ।
Feb 12,2024, 18:04 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.