Odisha News: ଖୁବଶୀଘ୍ର ସୋନପୁରକୁ ଗଡ଼ିବ ୪ଟି ଟ୍ରେନ୍, ଜାଣନ୍ତୁ ଟାଇମ୍ ସହ ରୁଟ

Odisha News: ବଲାଙ୍ଗୀର ପାର୍ଶ୍ବରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ସହ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବେନେଶ୍ବର- ବଲାଙ୍ଗୀର- ଭୁବେନେଶ୍ବର ଏକ୍ସପ୍ରେସ ଓ ଦୁଇ ଯୋଡ଼ା ବଲାଙ୍ଗୀର- ବିଛୁପାଲି ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Odisha News: ଖୁବଶୀଘ୍ର ସୋନପୁରକୁ ଗଡ଼ିବ ୪ଟି ଟ୍ରେନ୍, ଜାଣନ୍ତୁ ଟାଇମ୍ ସହ ରୁଟ

About the Author