Road Accident: ଡିଭାଇଡରରେ ପିଟି ହେଲା କାର୍, ଘଟଣାସ୍ଥଳରେ ...

Road Accident: ଭୟଙ୍କର ଦୁର୍ଘଟଣା। ରାସ୍ତାରେ ଛକି ବସିଥିଲା ଯମ। ଏକ କାର୍ କୁ ଧକ୍କା ଦେଲା ଟ୍ରକ୍। ଫଳରେ କାରଟି ଏକ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଏମଏଚ୍ ୧୬ ଛତ୍ରଗଡରେ ଏହି ଦୁର୍ଘଟଣା ଘଟିଛି।

Road Accident: ଡିଭାଇଡରରେ ପିଟି ହେଲା କାର୍, ଘଟଣାସ୍ଥଳରେ ...

About the Author