Odisha News: ବିଡିଓଙ୍କ ମନମୁଖୀ କାର୍ଯ୍ଯ ପାଇଁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଆସି ବିଡ଼ିଓଙ୍କୁ ଏ ବାବଦରେ ପଚାରିବା ସହ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ସେମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତଳେ ବସି ତାଙ୍କୁ ଘେରାଉ କରି ରଖିଥିବାର ଦେଖିବାକୁ ମିଳିଥିଲା।
Trending Photos
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ବିଡ଼ିଓଙ୍କୁ ଘେରାଉ କଲେ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ #odishanews pic.twitter.com/C1PKVttqp1
— ZEE Odisha News (@ZeeOdisha) November 26, 2024